Apprenticeship Training

After passing ITI, Trainees register for apprenticeship in apprenticeship portal  i.e.; www.apprenticeship.gov.in. They apply in different establishment for apprenticeship training as requirement by their trade. Apprentice gets a stipend amount during their training. By this they are more skilled.

ଆପ୍ରେଣ୍ଟିସିପ୍‌ ତାଲିମ

               
ଆଇ.ଟି.ଆଇ. ରୁ ପାସ୍‌ କରିସାରିଲା ପରେ ପ୍ରଶିକ୍ଷାର୍ଥୀମାନେ ଆପ୍ରେଣ୍ଟିସିପ୍‌ ପାଇଁ ଆପ୍ରେଣ୍ଟିସିପ୍‌ ପୋର୍ଟାଲ୍‌ www.apprenticeship.gov.in. ରେ ପଞ୍ଜୀକରଣ କରିଥାଆନ୍ତି| ସେମାନଙ୍କର ପାଠ୍ୟକ୍ରମର ଆବଶ୍ୟକତା ଅନୁସାରେ ସେମାନେ ଭିନ୍ନ ଭିନ୍ନ କ୍ଷେତ୍ରରେ ଆପ୍ରେଣ୍ଟିସିପ୍‌ ପାଇଁ ଆବେଦନ କରି ପାରିବେ | ଏହି ସମୟରେ ସେମାନେ ଷ୍ଟାଇପେଣ୍ଡ ପାଇଥାଆନ୍ତି | ଏହାଦ୍ୱାରା ସେମାନେ ଅଧିକ ଦକ୍ଷ ହୋଇପାରିଥାଆନ୍ତି |